Samantha Ruth Prabhu: ଗର୍ଭାବସ୍ଥାରେ ବି ଜିମ୍!

2 weeks ago 5
ARTICLE AD BOX

ସାଉଥ୍ ଅଭିନେତ୍ରୀ ସାମନ୍ଥା ଜିମ୍ ରେ ୱାର୍କଆଉଟ୍ କରୁଥିବା କିଛି ଫଟୋ ଓ ଭିଡିଓ ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାସନଙ୍କ ଚର୍ଚ୍ଚା ଆରମ୍ଭ ହୋଇଛି । 

ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଗର୍ଭାବସ୍ଥାରେ ଥାଇ ମଧ୍ୟ ସେ ନିଜ ଫିଟନେସ୍ ରୁଟିନ୍ ଜାରି ରଖିଛନ୍ତି। ନିକଟରେ ଜିମ୍ ରେ ୱାର୍କଆଉଟ୍ କରୁଥିବା କିଛି ଫଟୋ ଓ ଭିଡିଓ ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.