Robbery: ଝରିଗାଁ ବଣୁଆଗୁଡାରେ ମାରଣାସ୍ତ୍ର ଦେଖାଇ ଲୁଟ୍

3 weeks ago 11
ARTICLE AD BOX

ଝରିଗାଁ ବଣୁଆଗୁଡାରେ ବଡ଼ ଧରଣର ଡକାୟତି। ରାତି ପ୍ରାୟ ଏକ ଘଣ୍ଟା ସମୟରେ ଘରେ ପଶି ମାରଣାସ୍ତ୍ର ଦେଖାଇ ପ୍ରାୟ ନଗଦ ଛଅ ଲକ୍ଷ ଟଙ୍କା ଏବଂ ସୁନାଗହଣା ସହ ପାଖାପାଖି ପନ୍ଦର ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

 (sambad.in) looted cash and gold Photograph: (sambad.in)

ଝରୀଗାଁ: ଝରିଗାଁ ବଣୁଆଗୁଡାରେ ବଡ଼ ଧରଣର ଡକାୟତି। ରାତି ପ୍ରାୟ ଏକ ଘଣ୍ଟା ସମୟରେ ଘରେ ପଶି ମାରଣାସ୍ତ୍ର ଦେଖାଇ ପ୍ରାୟ ନଗଦ ଛଅ ଲକ୍ଷ ଟଙ୍କା ଏବଂ ସୁନାଗହଣା ସହ ପାଖାପାଖି ପନ୍ଦର ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି

ବଣୁଆଗୁଡା ସ୍ଥିତ ଗାଉଁଣ୍ଟିଆ ଗୁଡ଼ା ଅବସରପ୍ରାପ୍ତ ଶିକ୍ଷକ ଲଛମନ ଠାକୁରଙ୍କ ଘରେ ଏହି ଚୋରି ହେଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଚାରିଜଣ ମାରଣାସ୍ତ୍ର ଧରି କବାଟ ଭାଙ୍ଗି ଘରେ ପଶିଥିବା ବେଳେ ଆଉ କିଛି ଲୋକ ବାହାରେ ଥିବା ଅନୁମାନ କରାଯାଉଛି। ସେମାନେ ଡକାୟତି ଲାଗି ଗୋଟିଏ କାରରେ ଆସିଥିବା ସୂଚନା ରହିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନଭିନ୍ କରୁଥିବା ଜଣାପଡିଛି।

Murder: ସମଲେଇଚୁଆରେ ଯୁବକଙ୍କୁ ନିର୍ମମ ହତ୍ୟା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.