ARTICLE AD BOX
ଅଭିନେତା ରିତେଶ ଦେଶମୁଖଙ୍କୁ ସାହାଯ୍ୟ କରି ଜଣେ ପାପାରାଜି ଚର୍ଚ୍ଚାକୁ ଆସିଛନ୍ତି। ଆଶ୍ଚର୍ଯ୍ୟର କଥା ପାପାରାଜିଙ୍କଠାରୁ ରିତେଶ ୧୦୦ ଟଙ୍କା ନେଇଥିଲେ। କ'ଣ ଥିଲା କାରଣ ଆସନ୍ତୁ ଜାଣିବା ।
ସେଲିବ୍ରିଟିଙ୍କ ଫଟୋ ଉଠାଇବା ପାପାରାଜିଙ୍କ କାମ। ହେଲେ ଏଥର ଫଟୋ ଉଠାଇବା ବଦଳରେ ଅଭିନେତା ରିତେଶ ଦେଶମୁଖଙ୍କୁ ସାହାଯ୍ୟ କରି ଜଣେ ପାପାରାଜି ଚର୍ଚ୍ଚାକୁ ଆସିଛନ୍ତି। ଆଶ୍ଚର୍ଯ୍ୟର କଥା ପାପାରାଜିଙ୍କଠାରୁ ରିତେଶ ୧୦୦ ଟଙ୍କା ନେଇଥିଲେ। କିନ୍ତୁ କାହିଁକି? ଜଣେ ଏତେବଡ଼ ଷ୍ଟାରଙ୍କ ପାଖରେ କଣ ମାତ୍ର ୧୦୦ ଟଙ୍କା ନାହିଁ ? ଏହି ଘଟଣା ପଛର ସତ କଣ ଆସନ୍ତୁ ଜାଣିବା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
6


