ARTICLE AD BOX
Relief Package For Farmers: Govt To Distribute ₹1000 Crore; Strict Action Against Corruption | Argus News ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଜଣେ ବି ଲୋକ କିମ୍ବା ଚାଷୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନ ତତ୍ପର ରହିଛି। ସହାୟତା ବଣ୍ଟନରେ କୌଣସି ଅନିୟମିତତା କିମ୍ବା ଅଧିକାରୀଙ୍କ ଭୁଲ ନଜରକୁ ଆସିଲେ ସିଧାସଳଖ ପ୍ରଶାସନକୁ ଜଣାଇବା ସହ ଆବଶ୍ୟକ ପଡ଼ିଲେ FIR କରିବାକୁ ଆହ୍ୱାନ ଦିଆଯାଇଛି। ପ୍ରଭାବିତଙ୍କ ପାଇଁ ଘୋଷିତ ହଜାରେ କୋଟି ଟଙ୍କାର ପ୍ୟାକେଜକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ଦିନରାତି କାମ କରୁଥିବା କୁହାଯାଇଛି। The state administration is taking strict measures to ensure that every individual and farmer affected by the recent natural disaster receives government assistance. A massive ₹1000 crore relief package has been announced, and officials are working day and night to implement it effectively. Farmers who have suffered more than 33% crop loss will receive compensation for up to two hectares via Direct Benefit Transfer (DBT) based on Tehsildar reports. The administration has also warned of strict action and FIRs against any officials found involved in irregularities or negligence during the distribution process. #FarmerSupport #ReliefPackage #OdishaFarmers #CropCompensation #GovtSchemes #AgricultureNews #DisasterRelief #FarmerWelfare #AdministrativeAction #OdishaNews #OdiaNews #BreakingNews #ArgusNews #DBTPayment #FarmerAssistance ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
8


