RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ

22 hours ago 1
ARTICLE AD BOX

ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟିର ଦ୍ବିମାସିକ ବୈଠକ ସୋମବାରଠାରୁ ଆରମ୍ଭ ହେବ। ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ୩ ଦିନିଆ ବୈଠକର ନିର୍ଯାସ ଆସନ୍ତା ୫ ତାରିଖରେ ଘୋଷଣା କରିବେ।

 ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟିର ଦ୍ବିମାସିକ ବୈଠକ ସୋମବାରଠାରୁ ଆରମ୍ଭ ହେବ। ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ୩ ଦିନିଆ ବୈଠକର ନିର୍ଯାସ ଆସନ୍ତା ୫ ତାରିଖରେ ଘୋଷଣା କରିବେ।

ବିଶ୍ବରେ ବର୍ତ୍ତମାନ ଲାଗି ରହିଥିବା ଭୂରାଜନୈତିକ ପରିସ୍ଥିତି, ଅଶୋଧିତ ତେଲ ଦର ଏବଂ ଦୁର୍ବଳ ମୌସୁମୀ ବର୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇ ମୁଦ୍ରା ନୀତି ନିର୍ଦ୍ଧାରଣ କରାଯିବ। ତେବେ‌ ବର୍ତ୍ତମାନ ପରିସ୍ଥିତିରେ ରେପୋ ହାରରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.