Ratha Yatra: ବରେଲିରେ ପ୍ରଥମ ରଥଯାତ୍ରା

2 weeks ago 11
ARTICLE AD BOX

ଭୁବନେଶ୍ବର:ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଜୀଙ୍କ ଦିବ୍ୟ ମାର୍ଗଦର୍ଶନରେ ଉତ୍ତର ପ୍ରଦେଶର ବରେଲିରେ ପ୍ରଥମ ରଥ ଉତ୍ସବ(ରଥଯାତ୍ରା)
ଅତ୍ୟନ୍ତ ଶ୍ରଦ୍ଧା ଏବଂ ଆନ୍ଦର ସହିତ ପାଳନ କରାଯାଇଛି। ହଜାର ହଜାର ଭକ୍ତ ଏକତ୍ରିତ ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥ ଟାଣିଥିଲେ। ଭକ୍ତମାନେ ଭଜନ କୀର୍ତ୍ତନ କଲେ ଏବଂ ତାଙ୍କର ଆଶୀର୍ବାଦ ଲାଭ କଲେ।  

ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ପ୍ରତିଷ୍ଠାରେ ଯୋଗ ଦେଇଥିଲେ

ଏହା ଶ୍ରଦ୍ଧା, ଏକତା ଏବଂ ପ୍ରେମର ଏକ ସୁନ୍ଦର ନିଦର୍ଶନ ଥିଲା। ପ୍ରକାଶ ଥାଉ କି ଗତ ବର୍ଷ  ଜୁଲାଇ ୧୪ରେ ଗୁରୁଜୀ ଶ୍ରୀ ଶତପଥୀ ପ୍ରତିଷ୍ଠାରେ ଯୋଗ ଦେଇଥିଲେ l

Ganja Mafia: ଗଞ୍ଜେଇ ଚାଲାଣକୁ ନେଇ​ ଚଢ଼ଉ କରିବାକୁ ଆସି ଆକ୍ରମଣର ଶିକାର, ୧୦ରୁ ଊର୍ଦ୍ଧ୍ବ ସନ୍ଦିଗ୍ଧଙ୍କୁ ଉଠାଇଲା ପୁଲିସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.