ARTICLE AD BOX
PUC Fine Slashed! Big Relief for Vehicle Owners & Drivers as Penalty Reduced | Argus News ଗାଡି ମାଲିକ ଓ ଚାଳକମାନଙ୍କ ପାଇଁ ସରକାର ପିୟୁସିସି ଜରିମାନା ରାଶି ହ୍ରାସ କରିଛନ୍ତି । ୧୦ ହଜାର ଟଙ୍କାର ଜରିମାନା ରାଶିକୁ ହ୍ରାସ କରିଛନ୍ତି ସରକାର । ମୋଟର ସାଇକଲ ପ୍ରଥମ ଥର ନିୟମ ଭାଙ୍ଗିଲେ ହଜାରେ ଓ ଦ୍ୱିତୀତ ଥର ପାଇଁ ଦୁଇ ହଜାର ଟଙ୍କା ରହିଛି। ସେହିପରି ମୋଟର କାର, ଜିପ ପ୍ରଥମ ଥର ପାଇଁ ୨ ହଜାର ଓ ଦ୍ୱିତୀୟ ଥର ପାଇଁ ୫ ହଜାର ଜରିମାନା ରାଶି କରାଯାଇଛି । Big relief for vehicle owners and drivers as the government has reduced the penalty for violating PUC rules. The earlier fine of up to Rs 10,000 has now been lowered. For motorcycles, the penalty is Rs 1,000 for the first violation and Rs 2,000 for the second violation. For motor cars and jeeps, the fine has been fixed at Rs 2,000 for the first violation and Rs 5,000 for the second violation. The decision has been welcomed by motorists, who say the earlier penalties were financially burdensome #PUCFine #PUCUpdate #TrafficRules #VehicleOwners #MotorcycleRules #CarRules #TrafficFine #RTOUpdate #VehicleNews #RoadSafety #DrivingRules #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
7


