Pralhad Joshi: ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀ ନୂତନ ଶିକ୍ଷାମନ୍ତ୍ରୀ

1 week ago 6
ARTICLE AD BOX
 ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀ ନୂତନ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି। ସେ ତାଙ୍କର ବର୍ତ୍ତମାନର ଦାୟିତ୍ୱ ବହନ କରିବା ସହିତ ଶିକ୍ଷା ମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ଜୁଲାଇ ୨୫ରେ ତୁରନ୍ତ ପ୍ରଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରିଥିଲେ। 

ପ୍ରହ୍ଲାଦ ଯୋଶୀ ଏକ୍ସରେ ଟ୍ୱିଟ୍ କରି କହିଛନ୍ତି, "ଆଜି ମୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦ ଗ୍ରହଣ କରିଛି। ମୋତେ ବିଶ୍ୱାସ କରିବା ଏବଂ ଏହି ଦାୟିତ୍ୱ ଦେବା ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୃତଜ୍ଞ। ମୁଁ ଏହାକୁ ନମ୍ରତା ଏବଂ କର୍ତ୍ତବ୍ୟବୋଧର ସହିତ ଗ୍ରହଣ କରୁଛି।"

Today, I assumed charge as the Union Minister for Education.

I am grateful to Hon’ble Prime Minister Shri @narendramodi ji for placing his faith in me and entrusting me with this responsibility. I accept it with humility and a deep sense of duty.

ಇಂದು ಭಾರತ ಸರ್ಕಾರದ ಕೇಂದ್ರ ಶಿಕ್ಷಣ… pic.twitter.com/Ge2ulvf3L8

— Pralhad Joshi (@JoshiPralhad) July 26, 2026

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.