Police: ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ୩ ଜଣଙ୍କୁ ଉଠାଇଲା ଏରସମା ପୁଲିସ

5 days ago 6
ARTICLE AD BOX

ସିଆଳି ବେଳାଭୂମିରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଏରସମା ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି। ଘଟଣା ପଛରେ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି, ତାହା ଜାଣିବା ପାଇଁ ପୁଲିସ ଖୋଳତାଡ଼ ଜାରି ରଖିଛି।

 (sambad.in) Biju Patnaik Statue Vandalised at Siali Beach; Ersama Police Question Three Suspects Photograph: (sambad.in)

ଏରସମା: ସିଆଳି ବେଳାଭୂମିରେ ଥିବା ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଏରସମା ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି। ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିଭଙ୍ଗାରୁଜା କରିଥିବା ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଘଟଣା ପଛରେ କିଏ

ଘଟଣା ସହ ୩ ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି। ତେବେ ଏମାନଙ୍କୁ ଗିରଫ କରାଯାଇଛି କି ନାହିଁ, ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପଛରେ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି, ତାହା ଜାଣିବା ପାଇଁ ପୁଲିସ ଖୋଳତାଡ଼ ଜାରି ରଖିଛି।

Nandankanan: ନନ୍ଦନକାନନ ପାଇଲା ୧୪ଟି ପ୍ରଜାତିର ଅନ୍ୟଦେଶୀୟ (ଏକ୍ସୋଟିକ୍) ଜୀବଜନ୍ତୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.