ARTICLE AD BOX
PM Modi Praises Odisha’s Maithili In Mann Ki Baat | Forest Conservation Hero From Debrigarh | Argus News ମନ କି ବାତ୍ରେ ଓଡ଼ିଶାର ମୈଥିଲିଙ୍କୁ ପ୍ରଶଂସା କଲେ ମୋଦି । ଓଡ଼ିଶାର ଡେବ୍ରିଗଡ଼ର ମହିଳା ମୈଥିଲିଙ୍କ ପ୍ରେରଣାଦାୟୀ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି । ଜଙ୍ଗଲ ସଂରକ୍ଷଣ ଉପରେ କାମ କରୁଛନ୍ତି ମୈଥିଲି । ପ୍ରକୃତି ରକ୍ଷା ଓ ଜୀବନ ସମୃଦ୍ଧି ନେଇ ପ୍ରେରଣା ପାଲଟିଛନ୍ତି ମୈଥିଲି । ଜଙ୍ଗଲରୁ ସାଧନ ସଂଗ୍ରହ କରି ଜୀବକା ନିର୍ବାହ କରୁଛନ୍ତି । ତାଙ୍କ କାମ ଅନ୍ୟ ମହିଳାଙ୍କୁ ପ୍ରେରିତ କରିଛି । ୬୦ ଜଣ ମହିଳା ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇଛନ୍ତି । In the latest episode of 'Mann Ki Baat', Prime Minister Narendra Modi lauded the inspiring efforts of Maithili, a woman from Odisha’s Debrigarh, for her remarkable contribution to forest conservation. Maithili has become a symbol of nature protection and sustainable livelihood, inspiring 60 other women to join her mission. The video also highlights the development of Debrigarh following the initiative by MP Dharmendra Pradhan to create a special tourism circuit including Debrigarh, Bhimamandali, and Hirakud. Watch how Maithili’s dedication is transforming her community and gaining national recognition. #MannKiBaat #PMModi #Odisha #Debrigarh #ForestConservation #Maithili #WomenInFocus #DharmendraPradhan #EcoTourism #Hirakud #NatureLovers #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
8


