PM Modi Praises Bhubaneswar's Water Conservation in 136th Mann Ki Baat | BMC Efforts | Argus News

1 week ago 6
ARTICLE AD BOX


PM Modi Praises Bhubaneswar's Water Conservation in 136th Mann Ki Baat | BMC Efforts | Argus News ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ୧୩୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଜଳ ସଂରକ୍ଷଣ ପ୍ରୟାସକୁ ଖୁବ୍ ପ୍ରଶଂସା କରିଛନ୍ତି। ସ୍ୱତନ୍ତ୍ର ‘କ୍ୟାଚ୍ ଦି ରେନ୍’ ଅଭିଯାନ ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (BMC) ଦ୍ୱାରା କରାଯାଇଥିବା ଅଭିନବ କାର୍ଯ୍ୟକୁ ସେ ଏକ 'ଜନ ଆନ୍ଦୋଳନ'ର ଆଖ୍ୟା ଦେଇଛନ୍ତି। ବର୍ଷା ଜଳ ସଂରକ୍ଷଣ ଏବଂ ପୋଖରୀର ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶାର ରାଜଧାନୀ କିଭଳି ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି। In the 136th episode of 'Mann Ki Baat', Prime Minister Narendra Modi lauded the capital city of Odisha, Bhubaneswar, for its exemplary efforts in water conservation. Under the 'Catch the Rain' campaign launched on July 4, the Bhubaneswar Municipal Corporation (BMC) has successfully turned rainwater harvesting into a mass movement (Jan Andolan). PM Modi highlighted the active participation of residents in restoring ponds and recharging groundwater, emphasizing that these efforts are vital for the security of future generations. Watch the full report on Argus News to know how Bhubaneswar is setting a benchmark for the entire nation. #MannKiBaat #PMModi #Bhubaneswar #WaterConservation #CatchTheRain #BMC #OdishaPride #JanAndolan #SustainableDevelopment #RainwaterHarvesting #ModiSpeech #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.