ARTICLE AD BOX
Paper Leak Law 2026: 10 Years Jail & Rs 10 Crore Fine; New Bill in Parliament Today | Argus News ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ରୋକିବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ‘ପବ୍ଲିକ୍ ଏକ୍ସାମିନେସନ୍ ସଂଶୋଧନ ବିଲ୍-୨୦୨୬’ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ନୂଆ ଚିଠା ବିଲ୍ ଅନୁସାରେ ଦୋଷୀଙ୍କ ପାଇଁ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର କଠୋର ବ୍ୟବସ୍ଥା ରହିଛି। ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଗଠନ ସହ ପ୍ରୟୋଜନ ପଡ଼ିଲେ ଦୋଷୀଙ୍କଠାରୁ ଅର୍ଥ ଆଦାୟ କରିବାକୁ ପ୍ରସ୍ତାବ ରହିଛି, ଯାହା ପରୀକ୍ଷା ପରିଚାଳନା କ୍ଷେତ୍ରରେ ଏକ ବଡ଼ ସଂସ୍କାର ଆଣିବ। In a major move to curb examination fraud and paper leaks, the Central Government is set to introduce the ‘Public Examinations (Amendment) Bill-2026’ in Parliament today. This proposed legislation suggests stringent punishments, including up to 10 years of imprisonment and a hefty fine of up to Rs 10 crore for individuals and organized syndicates. The bill also includes provisions for establishing special fast-track courts for speedy justice and the recovery of financial losses from those convicted. This landmark step aims to ensure transparency and maintain the integrity of competitive exams across India. Stay tuned for further updates. #PaperLeakLaw #ExamReform #AntiCheatingBill #EducationNews #StrictPunishment #ParliamentUpdate #PublicExaminationsBill #PaperLeakUpdate #FastTrackCourt #JusticeForStudents #BreakingNewsIndia #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
4


