ARTICLE AD BOX
Padma Shri Haldhar Nag Sells Chana Tarkari For Charity; Preserving Tradition In Ghens | Argus News ନିଜର ପୁରୁଣା ବୃତ୍ତିକୁ ବଞ୍ଚାଇବା ସହ ମାନବିକତାର ନିଆରା ଉଦାହରଣ ସାଜିଛନ୍ତି ପଦ୍ମଶ୍ରୀ ହଳଧର ନାଗ! ରଥଯାତ୍ରା ସମୟରେ ନିଜେ ଚଣା ତରକାରୀ ରୋଷେଇ କରି ବିକ୍ରି କରିବା ସହ ସେଥିରୁ ମିଳୁଥିବା ଅର୍ଥକୁ ଗରିବ ଓ ଅସହାୟ ପିଲାଙ୍କ ପାଠପଢ଼ା ପାଇଁ ଦାନ କରୁଛନ୍ତି। ଲୋକକବିଙ୍କ ଏହି ନିରାଡ଼ମ୍ବର ଜୀବନଶୈଳୀ ଏବଂ ସମାଜ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଭାବନା ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା। Renowned folk poet and Padma Shri awardee Haldhar Nag continues to inspire by returning to his roots. During Rath Yatra, he cooks and sells 'Chana Tarkari' in Ghens, donating all proceeds to help educate orphaned and poor children. A heartwarming story of humility, tradition, and selfless service to society. #HaldharNag #PadmaShri #Inspiration #OdishaTradition #Ghens #Bargadh #CharityWork #FolkPoet #SocialService #HeartwarmingStory #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 week ago
5


