Openaai: ଓପନଏଆଇ ଦକ୍ଷିଣ ପୂର୍ବ ଏସିଆର ଉପସଭାପତି ହେଲେ ସନ୍ଧ୍ୟା ଦେବନାଥନ

2 weeks ago 8
ARTICLE AD BOX

ଭାରତ ଓ ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ଫେସବୁକ୍‌ର ମୂଳ କମ୍ପାନି ମେଟାର ଉପସଭାପତି ଦାୟିତ୍ବ ସମ୍ଭାଳୁଥିବା ସନ୍ଧ୍ୟା ଦେବନାଥନ ଓପନଏଆଇରେ ଯୋଗଦେବେ। ସେ ଓପନଏଆଇର ଉପସଭାପତି (ଦକ୍ଷିଣ ପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ) ହେବେ

 ଓପନଏଆଇ ଦକ୍ଷିଣ ପୂର୍ବ ଏସିଆର ଉପସଭାପତି ହେଲେ ସନ୍ଧ୍ୟା ଦେବନାଥନ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ଫେସବୁକ୍‌ର ମୂଳ କମ୍ପାନି ମେଟାର ଉପସଭାପତି ଦାୟିତ୍ବ ସମ୍ଭାଳୁଥିବା ସନ୍ଧ୍ୟା ଦେବନାଥନ ଓପନଏଆଇରେ ଯୋଗଦେବେ। ସେ ଓପନଏଆଇର ଉପସଭାପତି (ଦକ୍ଷିଣ ପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ) ହେବେ। ଦୀର୍ଘ ୧ ଦଶନ୍ଧିରୁ ଅଧିକ ସମୟ ଧରି ସେ ମେଟାରେ କାମ କରିଛନ୍ତି। ଓପନଏଆଇରେ କାର୍ଯ୍ୟ କରିବା ସମୟରେ ସେ ସିଙ୍ଗାପୁରରେ ଅବସ୍ଥାପିତ ହେବେ ଏବଂ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳ) କିରଣ ମଣିଙ୍କୁ ରିପୋର୍ଟ କରିବେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.