Odisha Govt Hikes Income Limit To ₹5 Lakh For Divyang Schemes; Free Appliances & Scholarships

12 hours ago 1
ARTICLE AD BOX


Odisha Govt Hikes Income Limit To ₹5 Lakh For Divyang Schemes; Free Appliances & Scholarships | Argus News ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ର ଗାଇଡଲାଇନରେ ସଂଶୋଧନ କରିଛନ୍ତି ସରକାର। ଏଣିକି ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସହାୟକ ଉପକରଣ ଓ ଶିକ୍ଷାବୃତ୍ତି ମିଳିବ। ପୂର୍ବରୁ ଏହି ସୀମା ମାତ୍ର ୨ ଲକ୍ଷ ୪୦ ହଜାର ଟଙ୍କା ରହିଥିଲା। ନୂଆ ନିୟମ ଅନୁଯାୟୀ, ୫ ରୁ ୧୦ ଲକ୍ଷ ଆୟକାରୀଙ୍କୁ ୭୫% ରିହାତି ଏବଂ ୧୦ ଲକ୍ଷରୁ ଅଧିକ ଆୟକାରୀଙ୍କୁ ୫୦% ରିହାତିରେ ଉପକରଣ ଯୋଗାଇ ଦିଆଯିବ। In a major move for the welfare of persons with disabilities, the Odisha Government has revised the guidelines for the "Bhimabhoi Bhinnakshama Samarthya Abhiyan" (BBSY). As per the revised 2026 guidelines, the annual family income limit for receiving free assistive devices and scholarships has been increased from ₹2.40 lakh to ₹5 lakh. #OdishaGovt #DivyangjanWelfare #BhimabhoiScheme #SSEPD #SocialSecurity #DisabilityRights #OdishaNews #ScholarshipUpdate #BhinnakshamaSamarthyaAbhiyan #ModiSarkar #NewGuidelines #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.