Nuclear Tests: ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ

2 weeks ago 8
ARTICLE AD BOX

ଆଜି ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ। ପରମାଣୁ ଅସ୍ତ୍ରମୁକ୍ତ ବିଶ୍ବର ଲକ୍ଷ୍ୟ ହାସଲ ଏହି ଦିବସ ପାଳନର ଲକ୍ଷ୍ୟ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସୋଭିଏତ ରୁଷିଆ ଓ ଆମେରିକା ମଧ୍ୟରେ ଆଣବିକ ଅସ୍ତ୍ର ନିର୍ମାଣର ପ୍ରତିଯୋଗିତା ଚାଲିଥିଲା। ସୋଭିଏତ ରୁଷିଆ ସେମିପାଲାତିଂସ୍କ କେନ୍ଦ୍ରରେ ୪୫୬ ଥର ଆଣବିକ ପରୀକ୍ଷଣ କରିବା ପରେ ୧୯୯୧ ଅଗଷ୍ଟ ୨୯ରେ ଉକ୍ତ କେନ୍ଦ୍ରକୁ ବନ୍ଦ କରିଦେଇଥିଲା।

Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା

୨୦୦୯ରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଅଧିବେଶନରେ ଉକ୍ତ କେନ୍ଦ୍ରର ବନ୍ଦ ଦିବସକୁ ସ୍ମରଣୀୟ କରିବା ଲାଗି ଅଗଷ୍ଟ ୨୯ ତାରିଖକୁ ଆନ୍ତର୍ଜାତିକ ଆଣବିକ ପରୀକ୍ଷଣ ବିରୋଧୀ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.