NTA: ଏନ୍‌ଟିଏରେ ବଡ଼ ପରିବର୍ତ୍ତନ, ୪୭ ଅଧିକାରୀ ବରଖାସ୍ତ

1 week ago 7
ARTICLE AD BOX

ସରକାର ଶୁକ୍ରବାର ଏନ୍‌ଟିଏର ୪୭ ଜଣଙ୍କୁ ବରଖାସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଛିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ। ଆଗାମୀ ଏକ ମାସ ମଧ୍ୟରେ ଏନ୍‌ଟିଏର ପୁନର୍ଗଠନ କରାଯିବାର ସମ୍ଭାବନା ରହିଛି।

 ଏନ୍‌ଟିଏରେ ବଡ଼ ପରିବର୍ତ୍ତନ, ୪୭ ଅଧିକାରୀ ବରଖାସ୍ତ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନେଇ କେନ୍ଦ୍ର ସରକାର ଏବେ ଗୁରୁତ୍ୱର ସହ ପଦକ୍ଷେପ ନେଉଛନ୍ତି। ଜାତୀୟ ପରୀକ୍ଷା ଏଜେନ୍ସି (NTA)ରେ ବଡ଼ ପରିବର୍ତ୍ତନ କରିବାକୁ ସରକାର ପ୍ରସ୍ତୁତି ନେଉଛି। ଏନ୍‌ଟିଏର ସମଗ୍ର ଢାଞ୍ଚାରେ ପୁନର୍ଗଠନ କରାଯିବ।

ସରକାର ଶୁକ୍ରବାର ଏନ୍‌ଟିଏର ୪୭ ଜଣଙ୍କୁ ବରଖାସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଛିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ। ଆଗାମୀ ଏକ ମାସ ମଧ୍ୟରେ ଏନ୍‌ଟିଏର ପୁନର୍ଗଠନ କରାଯିବାର ସମ୍ଭାବନା ରହିଛି।

ଏନ୍‌ଟିଏ କିପରି ଆଉଟ୍‌ସୋର୍ସିଂ କରୁଛି, ସେହି ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯିବ। ଏକ୍ସପର୍ଟ କମିଟିର ସୁପାରିଶ ଆଧାରରେ ଏହି ସମସ୍ତ ପରିବର୍ତ୍ତନ କରାଯିବ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.