NSE will build a new office: ଏନ୍‌ଏସ୍‌ଇ ତିଆରି କରିବ ନୂଆ କାର୍ଯ୍ୟାଳୟ

3 days ago 4
ARTICLE AD BOX

ମୁମ୍ବାଇ: ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପକ୍ଷରୁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ନିର୍ମାଣ କରାଯିବାକୁ ଥିବା ମୁଖ୍ୟ କାର୍ଯ୍ୟାଳୟର ଡିଜାଇନ ଲୋକାର୍ପଣ କରାଯାଇଛି। ଚର୍ଚ୍ଚିତ ସ୍ଥାପତ୍ୟ ସଂସ୍ଥା ହାଫିଜ୍‌ କଣ୍ଟ୍ରାକ୍ଟର ତରଫରୁ ଏହି କୋଠାକୁ ନିର୍ମାଣ କରାଯିବ। ପ୍ରାୟ ୧୦,୯୯୫ ବର୍ଗ ମିଟର ଜମିରେ ଏହି କୋଠା ତିଆରି ହେବ। ୮୦ ବର୍ଷୀୟା ଲିଜ୍‌ ସୂତ୍ରରେ ଏହି ଜମି ପାଇବାକୁ ଏନ୍‌ଏସ୍‌ଇ ୧୬୮୪ କୋଟି ଟଙ୍କା ଦେଇଛି। 

Crime: ଜଗା ଦର୍ଶନ ପାଇଁ ଯାଇଥିଲେ ପରିବାର, ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ!

ବର୍ତ୍ତମାନ ଏନ୍‌ଏସ୍‌ଇର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇର ଏକ୍ସଚେଞ୍ଜ ପ୍ଲାଜାରେ ରହିଛି। ସେଠାରୁ ଏହା ନୂଆ କୋଠାକୁ ସ୍ଥାନାନ୍ତର ହେବ। ପୁରୁଣା କାର୍ଯ୍ୟାଳୟକୁ ଏହା ଡାଟା ସେଣ୍ଟର ଓ କାର୍ଯ୍ୟକ୍ରମ ଆୟୋଜନ ସ୍ଥଳ ଭାବେ ବ୍ୟବହାର କରିବାକୁ ଯୋଜନା ରଖିଛି।

Judgement: ଦିଲ୍ଲୀ-ଏନ୍‌ସିଆର୍‌ରେ ଗାଡ଼ି-ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଭିମୁଖ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.