ARTICLE AD BOX
Nepal Floods: 21 Indian Pilgrims Rescued From Kailas Mansarovar Reach Delhi | S Jaishankar | Argus ବନ୍ୟା ବିପତ୍ତି ମଧ୍ୟରେ ନେପାଳରୁ ଫେରିଥିବା ଭାରୀତୟ ତୀର୍ଥଯାତ୍ରୀଙ୍କୁ ସ୍ବାଗତ କଲେ ବୈଦେଶିକ ମନ୍ତ୍ରୀ । ତାମିଲନାଡୁର ୨୧ ଜଣ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । କୈଳାସ ମାନସରୋବର ଯାତ୍ରାରୁ ଫେରୁଥିବାବେଳେ ଏମାନେ ନେପାଳରେ ହଠାତ୍ ଆସିଥିବା ବନ୍ୟାରେ ଫସିଯାଇଥିଲେ। ନେପାଳ ସେନା ଓ ସରକାରଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିଛି। ତୀର୍ଥଯାତ୍ରୀମାନଙ୍କୁ ପ୍ରଥମେ କାଠମାଣ୍ଡୁ ଅଣାଯାଇଥିଲା । ପରେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି। In a major rescue operation, 21 Indian pilgrims from Tamil Nadu, who were stranded in Nepal due to devastating floods, have safely reached New Delhi. External Affairs Minister S. Jaishankar welcomed the pilgrims and appreciated the coordination between the Indian Embassy, Nepal Army, and the local government. These pilgrims were returning from the Kailas Mansarovar Yatra when they got stuck. #NepalFloods #SJaishankar #KailasMansarovar #IndianPilgrims #RescueOperation #NepalDisaster #Kathamandu #ReliefWork #BreakingNews #ClimateCrisis #IndiaRescue #NepalEmergency #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
10


