ARTICLE AD BOX
Nepal Flood: India-Nepal Friendship Building Becomes a Lifeline for Hundreds | Argus News ନେପାଳରେ ପ୍ରଳୟଙ୍କାରୀ ବନ୍ୟା, ସଙ୍କଟ ସମୟରେ ସଞ୍ଜୀବନୀ ସାଜିଲା ନେପାଳ-ଭାରତ ମୈତ୍ରୀ ଭବନ...ଅଗଷ୍ଟ ୨୬ ତାରିଖରେ ନେପାଳର ନୁୱାକୋଟ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସିଥିବା ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଭାରତ ଏବଂ ନେପାଳର ମିଳିତ ଉଦ୍ୟମ ଜୋରଦାର ହୋଇଛି। ଏହି ଉଦ୍ଧାର କାର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି ନୁୱାକୋଟରେ ଥିବା ନେପାଳ-ଭାରତ ମୈତ୍ରୀ ଭବନ, ଯେଉଁଠାରେ ଆୟୁର୍ବେଦ ଏବଂ ବିକଳ୍ପ ଡାକ୍ତରଖାନା ଚାଲୁଛି। Devastating floods in Nepal have left several areas severely affected, while the India-Nepal Friendship Building in Nuwakot has emerged as a crucial lifeline for victims. Located on relatively higher ground, the building is providing safe shelter to hundreds displaced by the disaster. The facility, reconstructed with support from the Government of India after the 2015 earthquake, is now also functioning as a major medical assistance centre. #NepalFlood #NepalFloodCrisis #NuwakotFlood #IndiaNepal #IndiaNepalFriendship #FloodRelief #NepalDisaster #HumanitarianAid #DisasterRelief #FloodVictims #MedicalAid #NepalNews #NepalFloodUpdate #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
6


