ARTICLE AD BOX
'Nananda-Bhauja' & 'Tela Bola' Gang Spread Terror In Bhubaneswar; Police On High Alert | Argus News The capital city of Bhubaneswar is currently grappling with the menace of two notorious gangs. While the Commissionerate Police have managed to nab the female members of the 'Nananda-Bhauja' gang, the dreaded 'Tela Bola' gang (Oil-Smeared Gang) continues to create panic among residents. ରାଜଧାନୀ ଭୁବନେଶ୍ୱରରେ ଏବେ ଲୁଟେରାଙ୍କ ଆତଙ୍କ। ଏକାସଙ୍ଗେ ଦୁଇଟି ଗ୍ୟାଙ୍ଗ ସକ୍ରିୟ ରହିଥିବା ବେଳେ ‘ନଣନ୍ଦ-ଭାଉଜ’ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡ଼ିଛନ୍ତି। ଅନ୍ୟପଟେ କୁଖ୍ୟାତ ‘ତେଲ ବୋଳା ଗ୍ୟାଙ୍ଗ’ ପାଇଁ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି। ଏହି ଦୁଇ ଗ୍ୟାଙ୍ଗକୁ କାବୁ କରିବା ପାଇଁ କମିଶନରେଟ୍ ପୋଲିସ ଏବେ ହାଇ-ଆଲର୍ଟରେ ରହିଛି। #BhubaneswarCrime #LooteraGang #TelaBolaGang #NanandaBhauja #CommissioneratePolice #CrimeUpdate #PublicSafety #OdishaPolice #BhubaneswarNews #Criminals #HighAlert #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
8


