ARTICLE AD BOX
ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ଜାମଦାପାଳ ଗ୍ରାମରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ବୈଦ୍ୟନାଥ ସିଂ କୌଣସି କାରଣ ପାଇଁ ନିଜ ସ୍ତ୍ରୀ କୁନି ସିଂଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।
bangiriposhi police station Photograph: (sambad.in)ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ଜାମଦାପାଳ ଗ୍ରାମରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ବୈଦ୍ୟନାଥ ସିଂ କୌଣସି କାରଣ ପାଇଁ ନିଜ ସ୍ତ୍ରୀ କୁନି ସିଂଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ପୁଲିସ ପହଞ୍ଚି ଗୁରୁତରଙ୍କୁ ବାରିପଦା ମେଡିକାଲକୁ ପଠାଇଛି।
ପୁଲିସ ଘଟଣାର ତଦନ୍ତ କରୁଛି
ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
8


