ARTICLE AD BOX
MMDR Act Row: BJP Counters Naveen Patnaik's Letter; Recalls Past Mining Scams | Argus News MMDRକୁ ନେଇ ବିଜେପି ସାଂସଦଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି ପ୍ରସଙ୍ଗରେ କାଉଣ୍ଟର କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ସେ ଲେଖିଛନ୍ତି, ରାଜନୀତି ମାନେନୁହେଁ ଯାହାବି ହେଉ ଖାଲି କେନ୍ଦ୍ର ଓ ବିଜେପି ସରକାରଙ୍କ ଯୋଜନାକୁ ବିରୋଧ କରିବା । ବିରୋଧୀ ବିଜେଡି ସଂସ୍କାରକୁ ବିରୋଧ କରିବା ବିଡ଼ମ୍ବନା । ପୂର୍ବ ସରକାର ଶାସନରେ ଥିବାବେଳେ ବଡ଼ ଖଣିଦୁର୍ନୀତି ହୋଇଥିଲା । ନବୀନଙ୍କ ସରକାରରେ ଶାହ କମିଶନ ଘୋଟାଲାର ଚିଠା ଦେଇଥିଲେ । A massive political war of words has erupted in Odisha over the MMDR Act. Leader of Opposition Naveen Patnaik’s open letter to BJP MPs urging them to oppose the law has met with a strong rebuttal from the BJP. Spokesperson Anil Biswal slammed the BJD for opposing reforms and reminded the former government of the Shah Commission’s findings on the ₹59,200 crore mining scam. Meanwhile, MP Sukanta Panigrahi stated that the state’s interests are safe and advised BJD to study the law before commenting. Watch the detailed report on this political face-off. #OdishaPolitics #MMDRAct #NaveenPatnaik #BJP #BJD #MiningScam #OdishaNews #PoliticalWar #MP #SukantaPanigrahi #AnilBiswal #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
5


