ARTICLE AD BOX
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ମାଣିକମରା ପଞ୍ଚାୟତ ସରକିଶୋରପାଳ ଗ୍ରାମର ବୃଦ୍ଧା ଅଖlରୀ ସାହୁ (୮୦) ଆଜି ସକାଳେ ଘର ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇ ନିଖୋଜ ହୋଯାଇଥିଲେ l
Elderly woman missing Photograph: (Sambad.in)ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ମାଣିକମରା ପଞ୍ଚାୟତ ସରକିଶୋରପାଳ ଗ୍ରାମର ବୃଦ୍ଧା ଅଖlରୀ ସାହୁ (୮୦) ଆଜି ସକାଳେ ଘର ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇ ନିଖୋଜ ହୋଯାଇଥିଲେ l
Elephant Death: ୧୨ ବର୍ଷୀୟ ଦନ୍ତା ହାତୀର ମୃତଦେହ ଉଦ୍ଧାର
ଅଗ୍ନିଶମ ବାହିନୀର ସହାୟତା ଖୋଜା ଜାରି
ଘରକୁ ଫେରିବା ବିଳମ୍ବ ହେବା ନେଇ, ପରିବାର ଲୋକେ ନଦୀରେ ବହୁ ଖୋଜାଖୋଜି କରିଥିଲେ l ନ ପାଇବାରୁ ପର୍ଜଙ୍ଗ ଅଗ୍ନିଶମ ବାହିନୀର ସହାୟତା ନେଇ ଖୋଜାଖୋଜି କରୁଛନ୍ତି l
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
12


