ARTICLE AD BOX
ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଳା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶିଶୁର ମୃତ୍ୟୁ ଘଟିଛିl ମିଳିଥିବା ସୁଚନା ଅନୁସାରେ ଗତକାଲି ରାତିରେ ଭେଳା ଗାଁର ଛତ୍ରିଆପଡାର କୁଳମଣି ମାଝୀଙ୍କ ଦୁଇ ବର୍ଷର ନାବାଳକ ଶିଶୁପୁତ୍ର ନିଜ ଘରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା l
boy dies after electric shock Photograph: (sambad.in)କୋମନା: ନୂଆପଡ଼ାଜିଲ୍ଲା କୋମନା ଥାନା ଭେଳା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛିl ମିଳିଥିବା ସୁଚନା ଅନୁସାରେ ଗତକାଲି ରାତିରେ ଭେଳା ଗାଁର ଛତ୍ରିଆପଡାର କୁଳମଣି ମାଝୀଙ୍କ ଦୁଇ ବର୍ଷର ନାବାଳକ ଶିଶୁ ପୁଅ ନିଜ ଘରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା l
ଡାକ୍ତର ମୃତ ଘୋଷଣା କରିଥିଲେ
ପରିବାର ଲୋକ ପ୍ରଥମେ ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସଙ୍କଟାପନ୍ନ ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ହେଲେ ଏନେଇ ଖବର ଲେଖା ହେବା ପର୍ଯ୍ୟନ୍ତ ପରିବାର ତରଫରୁ ଥାନାରେ ଅଭିଯୋଗ ମିଳିନାହିଁ l
Hirakud: ହୀରାକୁଦ ବୁଡ଼ି ଅଞ୍ଚଳ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ରବି ଧାନ କିଣିବାକୁ ଅନୁମତି ଦେଲେ ରାଜ୍ୟ ସରକାର
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 month ago
15


