ARTICLE AD BOX
Massive Security Collapse in Balochistan: 38 Pakistani Personnel Ki*led in 4 Days by BLA & TTP ପାକିସ୍ତାନର ସବୁଠାରୁ ଅଶାନ୍ତ ପ୍ରଦେଶ ବେଲୁଚିସ୍ତାନରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମାତ୍ର ୪ ଦିନ ମଧ୍ୟରେ ବେଲୁଚ୍ ଲିବରେସନ୍ ଆର୍ମି (BLA) ଏବଂ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ର ଆତଙ୍କବାଦୀମାନେ ୧୧ ଜଣ ସେନା ଯବାନ ଓ ୨୭ ଜଣ ପୋଲିସ କର୍ମଚାରୀଙ୍କ ସମେତ ୩୮ ଜଣ ସୁରକ୍ଷାକର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ବ୍ୟାପକ ରକ୍ତପାତ ପାକିସ୍ତାନ ସରକାର ଓ ସେନାର ଚିନ୍ତା ବଢ଼ାଇ ଦେଇଛି। The security situation in Pakistan's Balochistan province has reached a boiling point as 38 security personnel were killed in a span of just four days. Militant groups, including the Baloch Liberation Army (BLA) and Tehrik-i-Taliban Pakistan (TTP), carried out a series of brutal attacks targeting both the police and the army. From the execution of 18 kidnapped policemen in Ziarat district to a deadly ambush on an army convoy in Lasbela, the region is witnessing unprecedented violence. This video covers the details of these coordinated attacks and the rising instability within Pakistan's most restive province. #Balochistan #PakistanSecurityCrisis #BLA #TTP #TerrorAttack #PakistanArmy #SecurityCollapse #InternationalNews #BalochistanConflict #BreakingNews #WorldNews #DefenseUpdate #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 weeks ago
17


