Madhuri Dixit: ଭଲପାଉଥିଲେ କିନ୍ତୁ ବିବାହ କରିବାକୁ ଚାହୁଁନଥିଲେ

48 minutes ago 1
ARTICLE AD BOX

ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ହିରୋ ଦତ୍ତ ସାହେବଙ୍କୁ ପ୍ରେମ ଆଉ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ହଠାତ୍ ସେମାନଙ୍କ ବିବାହ ଭାଙ୍ଗିଯାଇଗଲା। କ'ଣ ଥିଲା କାରମ ଆସନ୍ତୁ ଜାଣିବା ।

ବଲିଉଡ୍ର ଧକ୍ ଧକ୍ ଗର୍ଲ ଭାବେ ପରିଚିତ ମାଧୁରୀ ଦୀକ୍ଷିତ। ୯୦ ଦଶକରେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଓ ସଫଳ ଅଭିନେତ୍ରୀ ଥିଲେ। ତାଙ୍କର ଗୋଟିଏ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ। କିନ୍ତୁ ବଲିଉଡ୍ର ଏହି ନାମୀଦାମୀ ଅଭିନେତ୍ରୀ ବଲିଉଡ ହିରୋ ଦତ୍ତ ସାହେବଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ସେତେବଳେ ଦୁହେଁ ବିବାହ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ହଠାତ୍ ସବୁକିଛି ବଦଳିଗଲା। ଯେଉଁ ସମ୍ପର୍କକୁ ନେଇ ଏତେ ଆଲୋଚନା ହେଉଥିଲା ତାହା ଭାଙ୍ଗି ଯାଇଥିଲା। ତେବେ ଏପରି କାହିଁକି ହୋଇଥିଲା? କାହିଁକି ଏହି ସୁପରଷ୍ଟାରଙ୍କ ସଂପର୍କ ଭାଙ୍ଗି ଯାଇଥିଲା ? ଆସନ୍ତୁ ୯୦ ଦଶକର ଚର୍ଚ୍ଚିତ ଏହି ପ୍ରେମ କାହାଣୀ ବିଷୟରେ ଜାଣିବା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.