Loot: ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ଚାରିଲକ୍ଷ ଟଙ୍କାର ସୁନାହାର, ପରିଚୟ ପଚାରିବା ବାହାନାରେ ଲୁଟ୍

3 weeks ago 9
ARTICLE AD BOX

ନୀଳଗିରି: ପରିଚୟ ପଚାରିବାକୁ ଆସି ବୃଦ୍ଧାଙ୍କ ବେକରୁ ଲୁଟିନେଲେ ଚାରି ଲକ୍ଷ ଟଙ୍କାର ସୁନା ହାର। ଆଜି ଭୋର ସମୟରେ ନୀଳଗିରି ସହରରେ ଲୁଟେରାଙ୍କ ଆତଙ୍କ। ହେଲମେଟ ପିନ୍ଧି ବାଇକରେ ଆସିଥିଲେ ଦୁଇ ଲୁଟେରା।

Advertisment

ହାରଟି ୨୫ ଗ୍ରାମରୁ ଅଧିକ ଓଜନର

ସୂଚନା ଅନୁଯାୟୀ, ନୀଳଗିରି ଏନଏସି ୭ ନମ୍ବର ୱାର୍ଡ ବାଲିଗୋହିରୀ ଗ୍ରାମର ପ୍ରଫୁଲ୍ଲବାଳା ଦେବୀଙ୍କ ବେକରୁ ଭୋର ସମୟରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ପରିଚୟ ପଚାରିବାର ବାହାନା କରି ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟିନେଇଛନ୍ତି। ହାରଟି ୨୫ ଗ୍ରାମରୁ ଅଧିକ ଓଜନର ହେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଘର ମାଲିକ।

Vigilance Raid: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଓଡ଼ିଶା ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.