ARTICLE AD BOX
Live | WhatsApp ବ୍ୟବହାରର ତରିକା ବଦଳାଇବ ନୂଆ AI ଫିଚର୍ | WhatsApp New AI Agent Feature Explained: Connect 5 AI Bots & Privacy Alerts | Argus News 📱 ହ୍ୱାଟ୍ସଆପ୍ରେ ଆସୁଛି ନୂଆ AI ଫିଚର୍! 🤖 ଏଣିକି ହ୍ୱାଟ୍ସଆପ୍ ଛାଡ଼ି ଅନ୍ୟ AI ସର୍ଭିସକୁ ଯିବାର ଆବଶ୍ୟକତା ନଥାଇପାରେ। ହ୍ୱାଟ୍ସଆପ୍ ଏକ ନୂତନ ଫିଚର୍ର ଟେଷ୍ଟିଂ କରୁଛି, ଯାହା ମାଧ୍ୟମରେ ୟୁଜରମାନେ ଥାର୍ଡ-ପାର୍ଟି AI ଏଜେଣ୍ଟ ଓ ବଟ୍ଗୁଡ଼ିକୁ ସିଧାସଳଖ ହ୍ୱାଟ୍ସଆପ୍ରେ ଯୋଡ଼ି ଚାଟ୍ କରିପାରିବେ। ଏହି ଭିଡିଓରେ ଜାଣନ୍ତୁ👇 🔹 ହ୍ୱାଟ୍ସଆପ୍ର ନୂଆ AI Agents ଫିଚର୍ କ’ଣ? 🔹 କିପରି AI ଏଜେଣ୍ଟକୁ ହ୍ୱାଟ୍ସଆପ୍ରେ ଯୋଡ଼ାଯାଇପାରେ? 🔹 ଗୋଟିଏ ଆକାଉଣ୍ଟରେ କେତୋଟି AI ଏଜେଣ୍ଟ ଯୋଡ଼ିହେବ? 🔹 API Key କାହିଁକି ଆବଶ୍ୟକ? 🔹 AI ଏଜେଣ୍ଟ କ’ଣ ଆପଣଙ୍କ ପର୍ସନାଲ ଚାଟ୍, କଣ୍ଟାକ୍ଟ ଓ ମିଡିଆ ଦେଖିପାରିବ? 🔹 AI ଏଜେଣ୍ଟ ସହିତ ଚାଟ୍ରେ End-to-End Encryption ରହିବ କି? 🔹 ଏହି ନୂଆ ଫିଚର୍ ଆପଣଙ୍କ ପ୍ରାଇଭେସି ପାଇଁ କେତେ ସୁରକ୍ଷିତ? ⚠️ ଏହି ଫିଚର୍ ବର୍ତ୍ତମାନ ସୀମିତ ସଂଖ୍ୟକ Android Beta ୟୁଜରଙ୍କ ପାଇଁ ଟେଷ୍ଟିଂରେ ଥିବା ଜଣାପଡ଼ିଛି। ସମସ୍ତ ୟୁଜରଙ୍କ ପାଇଁ ଏହା କେବେ ଉପଲବ୍ଧ ହେବ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। 👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ, Share କରନ୍ତୁ ଏବଂ ଏଭଳି ଟେକ୍ନୋଲୋଜି ଅପଡେଟ୍ ପାଇଁ Channelକୁ Subscribe କରନ୍ତୁ। #WhatsApp #WhatsAppAI #AIAgents #WhatsAppNewFeature #AI #Technology #TechNews #WhatsAppUpdate #OdiaTechNews #OdiaNews #WhatsAppAI #TechUpdate #AIFeatures #WhatsAppBeta #ArtificialIntelligence #TechNews #MessagingApps #SmartTech #AIAgents #DigitalSecurity #TechTrends #OdishaNews #OdiaNews #BreakingNews #ArgusNews Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'. To stay updated on-the-go, Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900

1 week ago
7


