ARTICLE AD BOX
Lingaraj Temple Ritual Dispute Resolved After Ekamra MLA Meeting | Argus News ପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ହସ୍ତକ୍ଷେପ ପରେ ଏବେ ସ୍ବାଭାବିକ ହେବାକୁ ଯାଉଛି ନୀତିକାନ୍ତି। ଶ୍ରାବଣ ପାଉଣା ବଣ୍ଟାକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଏଡିଏମ୍ ଓ ସେବାୟତ ନିଯୋଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଥିବା ସମସ୍ତ ପୂଜାକାର୍ଯ୍ୟ ଏବେ ପୂଜା ପଣ୍ଡାଙ୍କ ଦ୍ବାରା ପୁଣି ଆରମ୍ଭ କରାଯିବ। The ritual dispute at the Lingaraj Temple in Bhubaneswar has been successfully resolved following a meeting led by Ekamra MLA Babu Singh. The discussion involved the ADM, Puja Panda Nijog, and Badu Nijog to address the disruption caused by a conflict over Shravan payments. After the rituals remained halted since yesterday evening, they are now set to return to normalcy with the Puja Pandas resuming the stalled ceremonies. Stay tuned to Argus News for more updates on this developing story from Odisha. #LingarajTemple #Bhubaneswar #BabuSingh #OdishaTemple #RitualDispute #EkamraMLA #LordLingaraj #OdishaUpdates #TempleNews #Devotees #SevayataDispute #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

9 hours ago
1


