ARTICLE AD BOX
ଜେନିଫର ୱିଙ୍ଗେଟ୍ ୪୧ ବର୍ଷରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜୁଲାଇ ୧୬ରେ ସିଙ୍ଗାପୁରର ବଡ଼ ବିଜନେସ୍ ମ୍ୟାନ ୱିଲିୟମ୍ ଇସମାଇଲଙ୍କୁ ସେ ବିବାହ କରିଥିବା ଚର୍ଚ୍ଚା ହେଉଛି।
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ୪୧ ବର୍ଷରେ ସେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜୁଲାଇ ୧୬ରେ ସିଙ୍ଗାପୁରର ବଡ଼ ବିଜନେସ୍ ମ୍ୟାନ ୱିଲିୟମ୍ ଇସମାଇଲଙ୍କୁ ସେ ବିବାହ କରିଥିବା ଚର୍ଚ୍ଚା ହେଉଛି। ତାଙ୍କ ବିବାହ ଉତ୍ସବରେ କେବଳ ତାଙ୍କ ପରିବାର ଓ ସମ୍ପର୍କୀୟ ହିଁ ଯୋଗ ଦେଇଥିଲେ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ବିବାହର କୌଣସି ଫଟୋ ସାମ୍ନାକୁ ଆସିନଥିଲେ ବି ଜେନିଫର ବିବାହ କରିସାରିଥିବା କୁହାଯାଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
8


