ARTICLE AD BOX
Jajpur Flood Update: Water Recedes But Misery Continues in Dashrathpur & Binjharpur | Argus News ଯାଜପୁରରେ ବନ୍ୟା ପାଣି କମୁଛି କିନ୍ତୁ ବଢ଼ୁଛି ଦୁର୍ଦ୍ଦଶା । ଦଶରଥପୁର ଓ ବିଂଝାରପୁର ବ୍ଲକରେ ସାଧାରଣ ଜନଜୀବନ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରିନାହିଁ। ବିଭିନ୍ନ ଗ୍ରାମରେ ଏବେ ମଧ୍ୟ ବନ୍ୟା ଜଳ ଜମି ରହିଥିବାରୁ ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଏହି ବନ୍ୟା ଫଳରେ ଜିଲ୍ଲାରେ ବ୍ୟାପକ ଚାଷଜମି, ରାସ୍ତାଘାଟ ଓ ଘରବାଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। While floodwaters are slowly receding in Jajpur, the struggle for residents in Dashrathpur and Binjharpur blocks is far from over. Many villages remain waterlogged, and the aftermath has left a trail of destruction, damaging vast acres of farmland, roads, and houses. As people return from relief camps, they face mud-filled homes, a lack of clean drinking water, and the looming threat of waterborne diseases. #OdishaNews #JajpurNews #FloodUpdate #OdishaFlood #PostFlood #ReliefOperation #Jajpur #BreakingNews #LocalIssues #HealthAlert #NaturalCalamity #TrendingNews #OdiaNews #ArgusNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
8


