ARTICLE AD BOX
Infestation in Srimandir Sanctum Sanctorum: Rats and Cockroaches Pose Threat to Deities | Argus News ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଓ ଅସରପାଙ୍କ ଉପଦ୍ରବ। ମହାପ୍ରଭୁ ନିଦ୍ରା ଯିବା ପରେ କିଟିକିଟି ଅନ୍ଧାରର ସୁଯୋଗ ନେଇ କରୁଛନ୍ତି ଦୌରାତ୍ମ୍ୟ । ବିପଦ ଘନେଇବା ପୂର୍ବରୁ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସେବକ ଓ ପ୍ରଶାସନ। ଶ୍ରୀଅଙ୍ଗରେ କୌଣସି କ୍ଷତି ହେବା ପୂର୍ବରୁ ଆଗୁଆ ନିରାକରଣ ଓ ପ୍ରତିକାର କରିବାକୁ ସେବକ - ପ୍ରଶାସନ ବୈଠକରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଶାସ୍ତ୍ର ସମ୍ମତ ପୁରୁଣା ପରମ୍ପରା ଅନୁଯାୟୀ ମୂଷାଙ୍କ ପାଇଁ ଯନ୍ତା ବସିବା ସହ ଅସରପାଙ୍କ ପାଇଁ ଗୁଡ ମାଠିଆ ବସିବାର ବିଧି ବ୍ୟବସ୍ଥା ରହିଛି। Concerns have been raised over the increasing infestation of rats and cockroaches inside the 'Garbha Gruha' (Sanctum Sanctorum) of the Puri Jagannath Temple. To protect the 'Shri Anga' (sacred bodies) of the deities, the temple administration and servitors have decided to implement traditional methods. Following ancient rituals, special traps (Yanta) for rats and molasses pots (Guda Mathia) for cockroaches will be placed inside the temple. Watch this report to understand the significance of these rituals and the steps being taken for the safety of the Lord. #PuriJagannathTemple #SrimandirNews #LordJagannath #Tradition #OdishaCulture #TempleSafety #RatInfestation #Servitors #JagannathCulture #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
8


