Himachal Pradesh: ହିମାଚଳର ଲାହୌଲ-ସ୍ପିତିରେ ଭୂସ୍ଖଳନ; ଟ୍ୟାକ୍ସି ପୋତି ହୋଇ ୧୩ ମୃତ

1 week ago 6
ARTICLE AD BOX
 ହିମାଚଳର ଲାହୌଲ-ସ୍ପିତିରେ ଭୂସ୍ଖଳନ; ଟ୍ୟାକ୍ସି ପୋତି ହୋଇ ୧୩ ମୃତ

ସିମ୍‌ଲା: ହିମାଚଳ ପ୍ରଦେଶର ଲାହୌଲ-ସ୍ପିତି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି,ଏକ ପାହାଡ଼ ଧସିବା ଫଳରେ ଏକ ଟ୍ୟାକ୍ସି ଭଗ୍ନାବଶେଷ ତଳେ ଚାପି ହୋଇ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଜୀବିତଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.