ARTICLE AD BOX
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ମହଦା-ସିଆଳି- ଜୁଲୁଣ୍ଡା– ଆରଡି ରାସ୍ତା ଜାମନାଲି ପୋଲ ଉପରେ ପ୍ରାୟ ୪ ଫୁଟ ବର୍ଷାଜଳ ପ୍ରବାହିତ ହେବାରୁ ସିଆଳି–ଜୁଲୁଣ୍ଡା ଯାତାୟାତ ୩ଦିନ ହେବ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
bridge water overflow Photograph: (sambad.in)ବିନିକା:ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ସୁବର୍ଣ୍ଣପୁରଜିଲ୍ଲା ବିନିକା ବ୍ଲକର ମହଦା-ସିଆଳି- ଜୁଲୁଣ୍ଡା– ଆରଡି ରାସ୍ତା ଜାମନାଲି ପୋଲ ଉପରେ ପ୍ରାୟ ୪ ଫୁଟ ବର୍ଷାଜଳ ପ୍ରବାହିତ ହେବାରୁ ସିଆଳି–ଜୁଲୁଣ୍ଡା ଯାତାୟାତ ୩ଦିନ ହେବ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ପୋଲ ନିର୍ମାଣ ପାଇଁ ଦାବି
ଏହି ପୋଲ ଉପରେ ବିନିକା ବ୍ଲକ୍ ଡୁଙ୍ଗୁରିପାଲି ବ୍ଲକ ଓ ଲଛିପୁର ତିନୋଟି ପଞ୍ଚାୟତର ଅନେକ ଲୋକଙ୍କ ଯାତାୟତ ନିର୍ଭର କରୁଥିବା ବେଳେ ସ୍ଥିତି ଚିନ୍ତାଜନକ। ଆର୍ ଡି ଅଧୀନରେ ଥିବା ରାସ୍ତାଟି ତୁରନ୍ତ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
4


