ARTICLE AD BOX
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନୂଆପଡ଼ା ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଶନିବାର ଦିନ ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବର୍ଷା ଛାଡିବାର ନାଁ ଧରୁ ନାହିଁ। ବର୍ଷାରେ ବିଲବାଡ଼ି ବୁଡ଼ିଯାଇଥିବା ଦେଖାଯାଉଛି। ବ୍ଳକର ଶତାଧିକ ଘରେ ବର୍ଷା ପାଣି ପଶିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 months ago
26


