ARTICLE AD BOX
ବିସିସିଆଇ ରବିବାର ଆଗାମୀ ଇଂଲଣ୍ଡ ଓ ଜିମ୍ବାୱେ ବିପକ୍ଷ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ କରିଛି। ଆହତ ଜନିତ କାରଣ ପାଇଁ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ଦଳରୁ ବାଦ୍ ପଡ଼ିଛନ୍ତି।
Harshit Rana Photograph: (sambad.in)ମୁମ୍ବାଇ: ବିସିସିଆଇ ରବିବାର ଆଗାମୀ ଇଂଲଣ୍ଡ ଓ ଜିମ୍ବାୱେ ବିପକ୍ଷ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ କରିଛି। ଆହତ ଜନିତ କାରଣ ପାଇଁ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ଦଳରୁ ବାଦ୍ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରେ ହର୍ଷିତଙ୍କ ସ୍ଥାନରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ସାମିଲ କରାଯାଇଛି।
ଆଗାମୀ ଦିନରେ ଯୋଗ ଦେବେ
ସେହିଭଳି ଜିମ୍ବାୱେ ଗସ୍ତ ଭାରତୀୟ ଦଳରେ ବରୁଣଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଛି। ଜିମ୍ବାୱେ ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ୩ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ବରୁଣ ସଂପ୍ରତି ବେଙ୍ଗାଲୁରୁ ବିସିସିଆଇର ଉତ୍କର୍ଷ କେନ୍ଦ୍ର (ସିଓଇ)ରେ ଚିକିିତ୍ସିତ ହେଉଥିଲା ବେଳେ ହର୍ଷିତ ତାଙ୍କ ସହ ଆଗାମୀ ଦିନରେ ଯୋଗ ଦେବେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
14


