ARTICLE AD BOX
ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ଶାନ୍ତ, ସବୁଠୁ ସଫଳ ଏବଂ ସବୁଠୁ ଲୋକପ୍ରିୟ ଅଧିନାୟକ ସେ । ଜଣେ ଏମିତି ଖେଳାଳି, ଯିଏ ଚାପରେ ବି ଭଲ ପ୍ରଦର୍ଶନ କରିପାରନ୍ତି ଏବଂ ସଠିକ୍ ନିଷ୍ପତ୍ତି ନେଇପାରନ୍ତି।
ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ଶାନ୍ତ, ସବୁଠୁ ସଫଳ ଏବଂ ସବୁଠୁ ଲୋକପ୍ରିୟ ଅଧିନାୟକ ସେ । ଜଣେ ଏମିତି ଖେଳାଳି, ଯିଏ ଚାପରେ ବି ଭଲ ପ୍ରଦର୍ଶନ କରିପାରନ୍ତି ଏବଂ ସଠିକ୍ ନିଷ୍ପତ୍ତି ନେଇପାରନ୍ତି। ମହେନ୍ଦ୍ର ସିଂ ଧୋନି...ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମଦିନ। ଏ ନାଁ କାହା ପାଇଁ ଅଜଣା ନୁହେଁ। ଭାରତୀୟ କ୍ରିକେଟକୁ ସ୍ବତନ୍ତ୍ର ପରିଚୟ ଦେବାରେ ତାଙ୍କର ଅବଦାନ ଅତୁଳନୀୟ। ଛୋଟବେଳେ ଫୁଲବଲ ଖେଳିବାକୁ ଭଲ ପାଉଥିବା ଧୋନି ଯେ କେବେ କ୍ରିକେଟର ରାଜା ହେବେ ତାହା କେହି ବି ଭାବି ନଥିଲେ। ଏବେ ସେ କ୍ରିକେଟର ଅନେକ ଫର୍ମାଟରୁ ଅବସର ନେଇଥିଲେ ବି ତାଙ୍କ କ୍ରେଜ୍ କମିନି। ଏବେ ବି ତାଙ୍କୁ କ୍ରିକେଟ ପ୍ରେମୀ ପଡ଼ିଆରେ ଦେଖିବାକୁ ଚାହୁଁଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
14


