ARTICLE AD BOX
ଜର୍ମାନୀର କାର୍ ନିର୍ମାତା ଫକ୍ସୱାଗନ ଆଉ ୫୦ ହଜାର କର୍ମଚାରୀଙ୍କୁ ଛଟେଇ କରିପାରିବେ। ଏ ସମ୍ପର୍କରେ କମ୍ପାନିର ସିିଇଓ ଓଲିଭର ବ୍ଲୁମ୍ ସୂଚନା ଦେଇଛନ୍ତି। ପୂର୍ବରୁ ୫୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନି ଯୋଜନା ପ୍ରସ୍ତୁତ କରିସାରିଛି।
/sambad/media/media_files/2026/07/13/images-2026-07-13-20-13-34.jpg)
ନୂଆଦିଲ୍ଲୀ: ଜର୍ମାନୀର କାର୍ ନିର୍ମାତା ଫକ୍ସୱାଗନ ଆଉ ୫୦ ହଜାର କର୍ମଚାରୀଙ୍କୁଛଟେଇ କରିପାରିବେ। ଏ ସମ୍ପର୍କରେ କମ୍ପାନିର ସିିଇଓ ଓଲିଭର ବ୍ଲୁମ୍ ସୂଚନା ଦେଇଛନ୍ତି। ପୂର୍ବରୁ ୫୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନି ଯୋଜନା ପ୍ରସ୍ତୁତ କରିସାରିଛି। ଏହା ପୋର୍ସା ଓ ଅଡି ଭଳି ଡିଭିଜନରେ ଛଟେଇ କାର୍ଯ୍ୟକାରୀ କରିବ।
ଆହୁରି ପଢନ୍ତୁ:Mission Shakti Scam ହାଟଡିହି ବ୍ଲକ୍ରେ ମିସନଶକ୍ତି ଦୁର୍ନୀତି, ଭିଜିଲାନ୍ସର ଖୋଳତାଡ଼
ତେବେ ପ୍ରତିଦ୍ବନ୍ଦ୍ବୀ ସଂସ୍ଥାଙ୍କ ତୁଳନାରେ ତଥାପି ଖର୍ଚ୍ଚରେ ଫକ୍ସୱାଗନସୁବିଧାଜନକ ସ୍ଥିତିରେ ପହଞ୍ଚିପାରିବ ନାହିଁ। ତେଣୁ ଆଉ ୫୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇପାରେ ବୋଲି ବ୍ଲୁମ୍ କହିଛନ୍ତି। କେଉଁ ସବୁ ସହାୟକ କମ୍ପାନି, ବ୍ରାଣ୍ଡ୍ ଓ ଅଞ୍ଚଳରେ କର୍ମଚାରୀ କମ୍ କରାଯାଇପାରିବ ତାହାର ସମ୍ଭାବନାକୁ ଏବେ ଅନୁଶୀଳନ କରାଯାଉଛି ବୋଲି ସେ କହିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
10


