ARTICLE AD BOX
FSSAI Bans Everest & Laljee Godhoo Hing: Major Action Against Famous Spices Brands | Argus News FSSAIର କଡ଼ା ଆକ୍ସନ । ଦେଶରେ ଦୁଇଟି ଜଣାଶୁଣା ବ୍ରାଣ୍ଡ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଖାଦ୍ୟ ନିୟାମକ ସଂସ୍ଥା । ଖାଦ୍ୟ ମାନକ ପୂରଣ କରୁନଥିବା ତଥା ନିମ୍ନମାନର ହିଙ୍ଗ୍ ପାଉଡର୍ ବିକ୍ରି ଅଭିଯୋଗରେ ଏଭରେଷ୍ଟ ଓ ଲାଲଜୀ ଗୋଧୂ କମ୍ପାନୀର ବିକ୍ରି ଉପରେ ଲାଗିଛି ପ୍ରତିବନ୍ଧକ । ଲାବୋରେଟୋରୀ ପରୀକ୍ଷାରେ ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ୍ର କମ୍ପାଉଣ୍ଡେଡ୍ ଆସାଫେଟିଡା ବା ହିଙ୍ଗ୍ ପାଉଡର୍ ନିମ୍ନମାନର ହୋଇଥିବା ଜଣାପଡ଼ିଛି । Food regulator FSSAI has taken a massive step against two of India’s most famous spice brands, Everest and Laljee Godhoo, for selling sub-standard and adulterated Hing (Asafoetida) powder. Laboratory tests revealed that Everest’s Hing lacked the required alcohol extract levels, while Laljee Godhoo’s products contained excessive starch beyond the permissible limits. FSSAI has ordered both companies to stop selling these products immediately and submit an action plan. Watch the video to understand the health risks and the details of the laboratory reports. #FSSAI #EverestSpices #LaljeeGodhoo #FoodSafety #HingPowder #AdulterationNews #HealthAlert #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
10


