ARTICLE AD BOX
Freedom Oil Rath Yatra Special Offers | Exhibition Stall Opened In Puri | Argus News ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ଫ୍ରିଡମ ଅଏଲ ପକ୍ଷରୁ ଖୋଲାଯାଇଛି ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଷ୍ଟଲ୍। ଗ୍ରାହକମାନଙ୍କ ପାଇଁ ଏଠାରେ ରହିଛି ଆକର୍ଷଣୀୟ ରିହାତି ଏବଂ ନିଶ୍ଚିତ ଉପହାର। ୫ ଲିଟର ସୂର୍ଯ୍ୟମୁଖୀ ଓ ୫ ଲିଟର ସୋରିଷ ତେଲ ଏକାସାଙ୍ଗରେ କିଣିଲେ ମିଳୁଛି ମାଗଣା ଷ୍ଟୁଲ୍ ଓ ଗାଙ୍ଗୁଲି। ପୁରୀ ଗଜପତି ନଗରସ୍ଥିତ ଏହି ଷ୍ଟଲକୁ ଆସି ଅଫରର ସୁଯୋଗ ନେବାକୁ Argus News ମାଧ୍ୟମରେ ଅପିଲ୍ କରିଛି କମ୍ପାନୀ। Freedom Oil has launched a special exhibition stall in Puri for the world-famous Rath Yatra. Located at Gajapati Nagar near Gundicha Temple, the stall was inaugurated by DSP Sasmita Behera. Customers can avail of exciting discounts and guaranteed gifts, including a free stool and a 'ganguli' on the purchase of a 5-liter sunflower and mustard oil combo. Watch the full coverage of the inauguration and explore the festive offers on Argus News. #FreedomOil #RathYatra2026 #PuriOffers #SpecialDiscounts #FreedomSunflowerOil #OdishaFestivals #PuriExhibition #Gifts #KitchenSpecial #ArgusNews #OdishaNews #OdiaNews #ConsumerOffers ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
13


