ARTICLE AD BOX
Former Bank Manager Arrested For ₹2 Crore Fake Gold Loan Scam In Keonjhar | Argus News ଗ୍ରାହକଙ୍କ ନାଁରେ ରଖୁଥିଲେ ସୁନା ବନ୍ଧକ। ଆଉ ବ୍ୟାଙ୍କକୁ ଲଗାଉଥିଲେ ଚୂନ। ନକଲି ସୁନା ରଖି ଲୁଟୁଥିଲେ କୋଟି କୋଟିଟଙ୍କା। ଏଭଲି କରି ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଶାଖା ୟୁନିଅନ ବ୍ୟାଙ୍କର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସତ୍ୟବ୍ରତ ଭୋଇ ଙ୍କୁ ବାନ୍ଧିଲା କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ୧୦୦ ଜଣ ଗ୍ରାହକଙ୍କ ନାମରେ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ ରେ ବାଲେଶ୍ଵର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ରେ ହାଜର ପରେ ବିଚାରବିଭାଗୀୟ ହାଜତକୁ ଚାଲାଣ କରାଯାଇଛି। The Economic Offences Wing (EOW) of Odisha Police has arrested Satyabrata Bhoi, the former manager of Union Bank's Joda branch in Keonjhar, for his alleged involvement in a massive gold loan fraud. Bhoi is accused of misappropriating over ₹2 crore by pledging fake gold in the names of approximately 100 bank customers. While Satyabrata has been sent to judicial custody after being produced in court, his accomplice Raju Kumar Verma is currently absconding. Watch this report for more details on how the scam was executed and the ongoing investigation. #BankScam #GoldLoanFraud #EOW #Keonjhar #Joda #UnionBank #CrimeNewsOdisha #FinancialFraud #Arrested #BankingNews #Investigation #OdishaPolice #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
9


