ARTICLE AD BOX
ଶିକ୍ଷକ ଗିରିଶ ଚନ୍ଦ୍ର ମାଟିଆ ମିଶ୍ର ଆଜି ନିଜ ଇଲେକ୍ଟ୍ରିକ ବାଇକ ଯୋଗେ ସକାଳ ୧୦ଟା ବେଳେ ଶିକ୍ଷୟତ୍ରୀ ପତ୍ନୀଙ୍କୁ ତଳବେରଣା ପ୍ରାଥମିକ ସ୍କୁଲରେ ଛାଡ଼ି ଦେଇ ଫେରୁଥିବା ବେଳେ ହଠାତ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇଥିଲା l
moving motorcycle burnt Photograph: (sambad.in)ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା ପଞ୍ଚାୟତ ତରହତା ଗାଁର ଶିକ୍ଷକ ଗିରିଶ ଚନ୍ଦ୍ର ମାଟିଆ ମିଶ୍ର ଆଜି ନିଜ ଇଲେକ୍ଟ୍ରିକ ବାଇକ ଯୋଗେ ସକାଳ ୧୦ଟା ବେଳେ ଶିକ୍ଷୟତ୍ରୀ ପତ୍ନୀଙ୍କୁ ତଳବେରଣା ପ୍ରାଥମିକ ସ୍କୁଲରେ ଛାଡ଼ି ଦେଇ ଫେରୁଥିବା ବେଳେ ହଠାତ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇଥିଲା l ଶ୍ରୀ ମିଶ୍ର ଅଳ୍ପକେ ଆହତ ହୋଇ ବର୍ତ୍ତି ଯାଇଥିଲେ l
କଟକରୁ ଇଲେକ୍ଟ୍ରି ବାଇକ୍ଟି କିଣିଥିଲେ
ସ୍ଥାନୀୟ ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ l ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଅଢେଇ ବର୍ଷ ତଳେ ୧ଲକ୍ଷ ୮୫ ହଜାର ଟଙ୍କା ଦେଇ କଟକରୁ ପିଅର କମ୍ପାନିର ଏହି ଇଲେକ୍ଟ୍ରି ବାଇକ୍ଟି କିଣିଥିଲେ l
Ramchandi Temple: ନଦୀରେ ପ୍ରବଳ ବନ୍ୟା ଯୋଗୁଁ ବୁଡ଼ିଲା ରାମଚଣ୍ଡୀ ମନ୍ଦିର: ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ମନା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
4


