Engagement: କର୍ବିନ ବୋଶ୍‌ଙ୍କ ନିର୍ବନ୍ଧ

52 minutes ago 2
ARTICLE AD BOX

ନୂଆଦିଲ୍ଲୀ:ମୁମ୍ବାଇ ଇଣ୍ଡିଆନ୍ସର ଅଲ୍‌ରାଉଣ୍ଡର କର୍ବିନ୍ ବୋଶ୍‌ ବିବାହ କରିବାକୁ ଯାଉଛନ୍ତି। ବହୁଦିନର ସାଥୀ ଜିନ୍ ଭାନ୍ ଡାମ୍‌ଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି ଖୁସିର କଥା ସେ ସାମାଜିକ ଗଣମାଧ୍ୟମରେ କିଛି ଫଟୋ ପୋଷ୍ଟ୍‌ କରି ସମର୍ଥକମାନଙ୍କୁ ଜଣାଇଛନ୍ତି। ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌  ଓ ଡାମ୍‌ଙ୍କ ନିର୍ବନ୍ଧ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରର କିଛି ଫଟୋ ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରି ଏହି ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛି। ମୁମ୍ବାଇ ଇଣ୍ଡିଆନ୍ସ ସାମାଜିକ ଗଣମାଧ୍ୟମରେ ଲେଖିଛି, ‘‘ଏକ ସୁନ୍ଦର ନୂଆ ଯାତ୍ରାର ଆରମ୍ଭ। କର୍ବିନ୍ ବୋଶ୍‌ ଓ ଜିନେ ଭାନ୍ ଡାମ୍‌ଙ୍କ ଆଗାମୀ ଜୀବନ ସୁଖମୟ ହେଉ।’’

New Zealand vs India ODI: ଟସ୍‌ ଜିଣିଲେ ଶୁଭମନ ଗିଲ୍‌; ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି; ଜାଣନ୍ତୁ କେଉଁମାନେ ଖେଳୁଛନ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.