ARTICLE AD BOX
Egg Prices Skyrocket In Odisha | One Egg At Rs 9 | Minister Gokulananda Mallik | Argus News ଓଡ଼ିଶାରେ ଏବେ ଅଣ୍ଡା ଖାଇବା ହେଲାଣି କଷ୍ଟକର। ବଜାରରେ ଗୋଟିଏ ଅଣ୍ଡାର ଦର ୯ ଟଙ୍କାରେ ପହଞ୍ଚିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ କୁକୁଡ଼ା ମଡ଼କ ଏବଂ ଅଙ୍ଗନବାଡ଼ି ଓ ସ୍କୁଲ ଖୋଲିବା ପରେ ଚାହିଦା ବଢ଼ିବା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ରାଜ୍ୟରେ ଚାହିଦା ତୁଳନାରେ ଉତ୍ପାଦନ କମ୍ ଥିବାରୁ ଏଭଳି ସ୍ଥିତି ଉପୁଜିଛି Egg prices have reached an all-time high in Odisha, with retail prices hitting ₹9 per egg. Fisheries and Animal Resources Development Minister Gokulananda Mallik has shared the reasons behind this sudden surge. From high poultry mortality due to extreme heatwaves to increased exports and rising demand in schools and Anganwadis, multiple factors are at play. Despite an annual production of 4.6 billion eggs, Odisha still faces a gap compared to its annual requirement of 8-9 billion eggs. Watch the video for the full analysis. #EggPriceHike #OdishaNews #MarketPrice #MinisterGokulanandaMallik #PoultryIndustry #EggCrisis #BreakingNews #OdishaMarket #Inflation #ArgusNews #OdiaNews #FoodPrices #ConsumerNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
16


