ARTICLE AD BOX
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ କୁଆଳୋ ପଞ୍ଚାୟତ, ପରମହଂସପୁର ଗାଁର ୧୩ ଟି ପରିବାରକୁ ଘର ଉଚ୍ଛେଦ ପାଇଁ ଗତ କାଲି ରାତି ସାଢେ ୮ଟା ବେଳେ ନୋଟିସ କରାଯାଇଛି l ଜଙ୍ଗଲ ୨ କିସମ ଜମିରେ ଘର କରିଥିବା ନେଇ ଅଭିଯୋଗ ହୋଇଥିଲା l ନୋଟିସ ପାଇଥିବା ପରିବାର କୁହନ୍ତି, କି ସେମାନେ ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ବସ୍ତି ସ୍ଥାପନ କରିଛନ୍ତି l ସେମାନଙ୍କୁ ସରକାରୀ ଆବାସ, ସ୍କୁଲ, ପକ୍କା ରାସ୍ତା, ପାନୀୟ ଜଳ, ବିଦ୍ୟୁତ ସେବା ଯୋଗାଇବା ପରେ ଉଛେଦ ନୋଟିସ ପାଇବାରୁ କାନ୍ଦବୋବାଳିରେ ସାହି ଫାଟିପଡୁଛି l
Advertisment

5 days ago
5


