Dharmendra Pradhan Resignation: ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ: ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 week ago 6
ARTICLE AD BOX

ନୂଆଦିଲ୍ଲୀ: ନୀଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ତୀବ୍ର ଜନଆକ୍ରୋଶ ଓ ବିରୋଧ ପ୍ରଦର୍ଶନ ପରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ''କକ୍ରୋଚ୍ ଜନତା ପାର୍ଟି'' (ସିଜେପି), ବିଭିନ୍ନ ଛାତ୍ର ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବି ଓ ଆନ୍ଦୋଳନ ଆଗରେ ନଇଁ ଶେଷରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସିଜେପି ନେତୃତ୍ୱାଧୀନ ଆନ୍ଦୋଳନର ମୁଖ୍ୟ ଦାବି ଥିଲା ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ପାଇଁ ନିଷ୍ପତ୍ତି

ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦବୀରୁ ଇସ୍ତଫା ଦେବା ସହ କହିଛନ୍ତି ନୀଟ୍ ପ୍ରଶ୍ନପତ୍ର ଲିକକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ବ୍ୟାପକ ଯୁବ-ଛାତ୍ର ଆନ୍ଦୋଳନକୁ କୌଣସି "ଦେଶବିରୋଧୀ ଶକ୍ତି" ଯେପରି ନିଜ ଫାଇଦା ପାଇଁ ବ୍ୟବହାର ନକରନ୍ତି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରହେ, ସେଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।

EMI: ଇଏମ୍‌ଆଇ ଦେବାରେ ଯାଉଛି ପରିବାରର ୬୦% ଆୟ: ଋଣ ଯନ୍ତାରେ ଅଧିକାଂଶ ଭାରତୀୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.