ARTICLE AD BOX
ତେଲେଙ୍ଗାନାର ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା ଦର୍ଶାଇ ପରିବାର ଲୋକେ ରାଗରେ ହସ୍ପିଟାଲର ରିସେପ୍ସନ୍ ରେ ନିଆଁ ଲଗାଇ ଦେଇଥିଲେ।
ଚିକିତ୍ସା ଚାଲିଥିବା ବେଳେ ଚାଲିଗଲା ଜୀବନ। ହଠାତ୍ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ପରିବାର। ରାଗରେ ହସ୍ପିଟାଲରେ ଲଗାଇଲେ ନିଆଁ। ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଘରୋଇ ହସ୍ପିଟାଲରେ ସଠିକ୍ ଚିକିତ୍ସା ନ ମିଳିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଦାବି କରାଯାଇଛି। ତେବେ ପ୍ରକୃତରେ ଚିକିତ୍ସାରେ କ'ଣ ଅବହେଳା ହୋଇଥିଲା କି? ନା ରାଗରେ ପରିବାର ଲୋକେ ଏପରି ପଦକ୍ଷେପ ନେଇଥିଲେ? ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
1


