ARTICLE AD BOX
Daylight Robbery In Jeypore: 3 Bike-Borne Miscreants Snatch Gold Chain From Woman; CCTV Viral ଜୟପୁର ଅଞ୍ଚଳର ଫାମ୍ପୁଣି ଗ୍ରାମରେ ଜଣେ ମହିଳାଙ୍କ ବେକରୁ ଦିନଦ୍ୱିପ୍ରହରେ ସୁନା ହାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ଲୁଟ୍କାଣ୍ଡର ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଫୁଟେଜ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକ୍ରେ ୩ ଜଣ ଦୁର୍ବୃତ୍ତ ଆସିଥିଲେ। ସେଥିମଧ୍ୟରୁ ଜଣେ ଯୁବକ ବାଇକ୍ରୁ ଓହ୍ଲାଇ ରାସ୍ତାରେ ଯାଉଥିବା ମହିଳାଙ୍କ ନିକଟକୁ ଯାଇ କଥା ହେବାର ଛଳନା କରିଥିଲା। ମହିଳା ଜଣକ କିଛି ବୁଝିବା ପୂର୍ବରୁ ଯୁବକ ଜଣକ ହଠାତ୍ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲା। A shocking incident of daylight robbery has come to light from Phampuni village in Jeypore, Koraput. Three miscreants on a motorcycle targeted a woman walking on the road. According to the CCTV footage, one of the youths got off the bike and approached the woman on the pretext of talking to her. Before she could react, he snatched the gold chain from her neck and fled the spot with his associates. The entire act was captured on a nearby CCTV camera. Local police have initiated an investigation based on the footage to identify and nab the culprits. Stay tuned for more updates. #Jeypore #KoraputNews #ChainSnatching #CCTVFootage #DaylightRobbery #CrimeOdisha #PoliceInvestigation #PublicSafety #LootAlert #OdishaPolice #ViralVideo #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
10


