Cristiano Ronaldo: ୧୪୬ ଗୋଲ୍‌ ଥିଲା ଚମତ୍କାର, ଅନ୍ତର୍ଜାତୀୟ ଫୁଟବଲ୍‌କୁ ରୋନାଲ୍ଡୋ କହିଲେ ବିଦାୟ…

11 minutes ago 1
ARTICLE AD BOX

ଫୁଟବଲ୍‌ ଦୁନିଆର ଲୋକପ୍ରିୟ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ସନ୍ୟାସ ଘୋଷଣା କରିଛନ୍ତି। ୪୧ ବର୍ଷୀୟ ଖେଳାଳି ପର୍ତ୍ତୁଗାଲ ପାଇଁ ସର୍ବାଧିକ ଗୋଲ୍‌ କରିଥିବା ଖେଳାଳି। ସେ ୨୩୨ଟି ମ୍ୟାଚ୍‌ରେ ୧୪୬ଟି ଗୋଲ୍‌ ମାରିଥିଲେ। 

 ୧୪୬ ଗୋଲ୍‌ ଥିଲା ଚମତ୍କାର, ଅନ୍ତର୍ଜାତୀୟ ଫୁଟବଲ୍‌କୁ ରୋନାଲ୍ଡୋ କହିଲେ ବିଦାୟ…

ନୂଆଦିଲ୍ଲୀ: ଫୁଟବଲ୍‌ ଦୁନିଆର ଲୋକପ୍ରିୟ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ସନ୍ୟାସ ଘୋଷଣା କରିଛନ୍ତି। ୪୧ ବର୍ଷୀୟ ଖେଳାଳି ପର୍ତ୍ତୁଗାଲ ପାଇଁ ସର୍ବାଧିକ ଗୋଲ୍‌ କରିଥିବା ଖେଳାଳି। ସେ ୨୩୨ଟି ମ୍ୟାଚ୍‌ରେ ୧୪୬ଟି ଗୋଲ୍‌ ମାରିଥିଲେ। 

ରୋନାଲ୍ଡୋଙ୍କ ଅଧିନାୟକତ୍ବରେ ପର୍ତ୍ତୁଗାଲ ୨୦୧୬ରେ ‌ୟୁରୋ କପ୍‌ ଚାମ୍ପିଅନ ହୋଇଥିଲା। ଏହା ହେଉଛି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ସବୁଠାରୁ ବଡ଼ ଉପଲବ୍ଧିଗୁଡ଼ିକ ମଧ୍ୟରୁ ଅନ୍ୟତମ। ବିଗତ ଅନ୍ତର୍ଜାତୀୟ ବ୍ରେକ୍‌ ସମୟରେ ରୋନାଲ୍ଡୋ ପର୍ତ୍ତୁର୍ଗାଲର ତାଲିମ ଶିବିର ଛାଡ଼ି ପଳାଇ ଯାଇଥିଲେ। ନରୱେ ବିପଫ ନ୍ୟାସନ୍‌ ଲିଗ୍‌ର ମୁକାବିଲାରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା। ପର୍ତ୍ତୁଗାଲ ଏହି ମ୍ୟାଚ୍‌କୁ ୨-୧ରେ ଜିତିଥିଲା। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.